ଅକର୍ମ ପଥର Akarma pathara

  • ଦେ. ବି. (ସଂ. ଅକର୍ମଣ୍ୟ+ପ୍ରସ୍ତର) — ଅକର୍ମଶିଳା (ଦେଖ)
  • ଦେ. ବି. (ସଂ. ଅକର୍ମଣ୍ୟ+ପ୍ରସ୍ତର) — କରକଶତର ଅକର୍ମ ପଥର ଦ୍ରବାଏ ମୋ କଣ୍ଠଧ୍ୱନି। କବିସୂର୍ଯ୍ୟ—ସଙ୍ଗୀତ।