ଅକର୍ମଦାନୀ Akarmadānī

  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ ଅକର୍ମଦାତା) — ଅକର୍ମଦାତା (ଦେଖ)
  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ ଅକର୍ମଦାତା) — ତା ପଡ଼ି ତୋର କୋଠୁଁ ଦେଉ / ଅକର୍ମଦାନୀ ତୁ ବୋଲାଉ। ଭୂପତି, ପ୍ରେମପଞ୍ଚାମୃତ।