ଅଧ୍ୟୟନ › Class 10 · ଭୌତିକ ବିଜ୍ଞାନ · ଅଧ୍ୟାୟ 3
ସୋଡ଼ିୟମ୍ କ୍ଲୋରାଇଡ୍ (NaCl) କିପରି ଗଠିତ ହୁଏ ବର୍ଣ୍ଣନା କର।
ସୋଡ଼ିୟମ୍ ଏବଂ କ୍ଲୋରାଇଡ୍ର ଆୟନ ଦ୍ୱୟ ବିପରୀତ ଚାର୍ଜ ବିଶିଷ୍ଟ ହୋଇଥିବାରୁ ପରସ୍ପରକୁ ଆକର୍ଷଣ କରନ୍ତି ଏବଂ ଶକ୍ତିଶାଳୀ ସ୍ଥିର ବିଦ୍ୟୁତ୍ ଆକର୍ଷଣ ବଳଦ୍ୱାରା ଧରିରଖି ସୋଡ଼ିୟମ୍ କ୍ଲୋରାଇଡ୍ ଗଠନ କରନ୍ତି।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଧାତୁ ଏବଂ ଅଧାତୁ ମଧ୍ୟରେ ଥିବା ରାସାୟନିକ ଧର୍ମଗୁଡ଼ିକର ପାର୍ଥକ୍ୟ ଦର୍ଶାଅ
- ଆକ୍ୱାରେଜିଆ (ଅମ୍ଲରାଜ) କ'ଣ ଏବଂ ଏହାର ସୁନାକୁ ଦ୍ରବୀଭୂତ କରିବାରେ କି ପ୍ରଭାବ ଅଛି ବର୍ଣ୍ଣନା କର।
- ଧାତୁର ତନ୍ୟତା (ductility) କହିଲେ କଣ ବୁଝାଏ? ଏହି ଗୁଣର ଏକ ଉଦାହରଣ ଦିଅ।
- କାରଣ ଦର୍ଶାଅ ପ୍ଲାଟିନମ, ସୁନା ଏବଂ ରୂପା ଗହଣା ତିଆରିରେ ବ୍ୟବହୃତ ହୁଏ ।
- କାରଣ ଦର୍ଶାଅ ଧାତୁ ନିଷ୍କାସନ ପ୍ରକ୍ରିୟାରେ କାର୍ବୋନେଟ୍ ଓ ସଲ୍ଫାଇଡ୍ ଧାତୁପିଣ୍ଡକୁ ଅକ୍ସାଇଡ୍ରେ ପରିଣତ କରାଯାଏ ।