ଅଧ୍ୟୟନ › Class 10 · ଭୌତିକ ବିଜ୍ଞାନ · ଅଧ୍ୟାୟ 3
ଧାତୁର ତନ୍ୟତା (ductility) କହିଲେ କଣ ବୁଝାଏ? ଏହି ଗୁଣର ଏକ ଉଦାହରଣ ଦିଅ।
ଧାତୁର ତାର ବାହାରିବା ଗୁଣକୁ ତନ୍ୟତା କୁହାଯାଏ। ସୁନାର ତନ୍ୟତା ଗୁଣ ସର୍ବାଧିକ, ଯେଉଁଠାରେ ୧ ଗ୍ରାମ ସୁନାରୁ ପ୍ରାୟ ୨ କିମି ଦୈର୍ଘ୍ୟର ତାର ଟଣାଯାଇପାରେ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଗରମ ପାଣି ଟାଙ୍କି ପାଇଁ ଷ୍ଟିଲ୍ ପରିବର୍ତ୍ତେ ତମ୍ବା କାହିଁକି ବ୍ୟବହାର କରାଯାଏ ?
- କାରଣ ଦର୍ଶାଅ ତେଲ ଭିତରେ ସୋଡ଼ିୟମ୍, ପୋଟାସିୟମ୍ ଓ ଲିଥିୟମ୍କୁ ରଖାଯାଏ ।
- ତୁମେମାନେ ଦେଖିଥିବ ମଳିନ ପଡ଼ିଥିବା ତମ୍ବା ପାତ୍ରଗୁଡ଼ିକ ଲେମ୍ବୁ ଏବଂ ତେନ୍ତୁଳି ରସ ଦ୍ୱାରା ସଫା କରାଯାଏ । କାହିଁକି ଏହି ଖଟାଜାତୀୟ ପଦାର୍ଥ ଦ୍ୱାରା ପାତ୍ରଗୁଡ଼ିକ…
- ବିଶୁଦ୍ଧ ଲୌହାର ବ୍ୟବହାର କାହିଁକି କରାଯାଏ ନାହିଁ?
- ଥର୍ମିଟ୍ ପ୍ରତିକ୍ରିୟା କ'ଣ ଏବଂ ଏହାର ଏକ ପ୍ରୟୋଗ କ'ଣ?