ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 5

ଅକ୍ସିଟୋସିନ୍ (Oxytocin) ହର୍ମୋନ୍ ଶରୀରରେ କେଉଁ କେଉଁ ଦୁଇଟି କାର୍ଯ୍ୟ କରେ?

ଅକ୍ସିଟୋସିନ୍ ହର୍ମୋନ୍ ସ୍ତନ୍ୟଗ୍ରନ୍ଥି ଉପରେ ପ୍ରଭାବ ପକାଇ କ୍ଷୀର ଝରାଇବାରେ ସାହାଯ୍ୟ କରେ ଏବଂ ପ୍ରସବ ସମୟରେ ମାଆର ଗର୍ଭାଶୟ ପେଶୀ ଉପରେ ପ୍ରଭାବ ପକାଇ ଶିଶୁ ଜନ୍ମ ହେବାରେ ସାହାଯ୍ୟ କରେ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ