ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 10
ଆଦିବାସୀମାନେ ନିଜର ଜୀବିକାନିର୍ବାହ ପାଇଁ ଜଙ୍ଗଲରୁ କେଉଁ କେଉଁ ସମ୍ପଦ ସଂଗ୍ରହ କରିଥାନ୍ତି?
ଆଦିବାସୀମାନେ ଜଙ୍ଗଲରୁ ଖାଦ୍ୟ, କାଠ, ପତ୍ର, ଜଙ୍ଗଲଜାତ ଫଳ, ଫୁଲ, ମହୁ, ଝୁଣା ଏବଂ ନିଜର ଗୃହପାଳିତ ପଶୁମାନଙ୍କ ପାଇଁ ଚାରା ସଂଗ୍ରହ କରି ନିଜର ଜୀବିକାନିର୍ବାହ କରିଥାନ୍ତି।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ନିମ୍ନୋକ୍ତ କେଉଁଟି ଏକ ପୁନଶ୍ଚକ୍ରଣ ଯୋଗ୍ୟ ବର୍ଜ୍ୟବସ୍ତୁ ନୁହେଁ ? (i) କାଗଜ (ii) ଜୈବ ଆବଜନା (iii) ପ୍ଲାଷ୍ଟିକ୍ ବୋତଲ (iv) କାଚ ବୋତଲ
- ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଉତ୍ତର ଦିଆ ଜଳଛାୟା କାହାକୁ କୁହାଯାଏ ?
- ନିମ୍ନୋକ୍ତ ବିଷୟଗୁଡ଼ିକର ସଂକ୍ଷିପ୍ତ ଟିପ୍ପଣୀ ଲେଖା ଅସୁରକ୍ଷିତ ଜାତି
- ଜଳଛାୟା ପରିଚାଳନା (Watershed Management) କ’ଣ ଏବଂ ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯାଇପାରିବ ଲେଖ।
- ଗୋଟିଏ କିମ୍ଭା ଦୁଇଟି ବାକ୍ୟରେ ଉତ୍ତର ଦିଆ ପରିସ୍ଥାନ ବିଖଣ୍ଡନ କ’ଣ ?