ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 5

ଭାରତରେ କେଉଁ ବୟସରୁ ସାବାଳକ ନାଗରିକମାନେ ମତଦାନ ଅଧିକାର ଉପଭୋଗ କରନ୍ତି?

ଭାରତରେ ବର୍ତ୍ତମାନ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସାବାଳକ ନାଗରିକମାନେ ମତଦାନ ଅଧିକାର ଉପଭୋଗ କରୁଛନ୍ତି।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ