ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 5

ଜାମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ଆଇନ, ୨୦୧୯ ର ପ୍ରଭାବ କ’ଣ ଥିଲା?

ଏହି ଆଇନ ଅନୁଯାୟୀ ୩୭୦ ଧାରାର ଉଚ୍ଛେଦ ଗୃହୀତ ହୋଇ ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଭାରତୀୟ ସମ୍ବିଧାନ ବାହାରେ ଏକ ସ୍ଵତନ୍ତ୍ର ସମ୍ବିଧାନ ଦ୍ଵାରା ଶାସନ ସମାପ୍ତି ହୋଇଛି।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ