ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 5
ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଦ୍ୱାରା କିପରି ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ସମ୍ଭବ ହୋଇପାରିଛି?
ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଦ୍ୱାରା ତୃଣମୂଳ ସ୍ତରରେ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇପାରିଛି । ଏହା ଫଳରେ ତୃଣମୂଳ ସ୍ତରପର୍ଯ୍ୟନ୍ତ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ସମ୍ଭବ ହୋଇପାରିଛି ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ୧୯୫୨ ମସିହାରେ ପୋଟ୍ଟି ଶ୍ରୀରାମୁଲୁଙ୍କ ମୃତ୍ୟୁ କେଉଁ ବିଷୟରେ ଆନ୍ଦୋଳନ କରିବା ପରେ ଘଟିଥିଲା?
- ଭାରତର ସମ୍ବିଧାନରେ ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାକୁ ସହାୟକ ହେବା ପାଇଁ କେଉଁ କେଉଁ ବ୍ୟବସ୍ଥା ରହିଛି? ଏଥିରେ କିଏ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ?
- ୩୭୦ ଧାରାର ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀର ରାଜ୍ୟର ସ୍ଥିତିରେ କି ପରିବର୍ତ୍ତନ ଆସିଲା?
- ଦିଲ୍ଲୀ ଓ ପଣ୍ଡିଚେରୀ (ପୁଦୁଚେରୀ) ର ସାମ୍ବିଧାନିକ ସ୍ଥିତି ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳଠାରୁ କିପରି ଭିନ୍ନ?
- ଦିଲ୍ଲୀର ଶାସନ ବ୍ୟବସ୍ଥା ଏବଂ ଏହାର ବିଧାନସଭାର କ୍ଷମତା ବିଷୟରେ ବର୍ଣ୍ଣନା କରନ୍ତୁ ।