ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 5

ରାଜ୍ୟ ପୁନର୍ଗଠନ ଆୟୋଗର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା?

ରାଜ୍ୟ ପୁନର୍ଗଠନ ଆୟୋଗର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜାତୀୟ ଏକତା ଓ ସଂହତିର ସୁରକ୍ଷା ସହିତ ରାଜ୍ୟବାସୀଙ୍କର ସମୂହ କଲ୍ୟାଣ ଏବଂ ସଂଖ୍ୟାଲଘୁ ଭାଷାଭାଷୀ ଲୋକମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ପୁନର୍ଗଠନର ରୂପରେଖ ନିର୍ଦ୍ଧାରଣ କରିବା ଏବଂ ଆବଶ୍ୟକ ସୁପାରିଶ କରିବା।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ