ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 6
ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ନିର୍ବାଚନ ସଙ୍କେତ କିପରି ପ୍ରଦାନ କରାଯାଏ?
ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଆୟୋଗ ପ୍ରାର୍ଥୀ ନିଜେ ଚୟନ କରିଥିବା ନିର୍ବାଚନ ସଙ୍କେତ ପ୍ରଦାନ କରିଥା’ନ୍ତି।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ନିର୍ବାଚନ ଆୟୋଗର କ୍ଷମତା ଓ କାର୍ଯ୍ୟାବଳୀ ବିଷୟରେ ଆଲୋଚନା କର ।
- ମତଦାନ ପେଟି କିମ୍ବା ଇ.ଭି.ଏମ୍.ଗୁଡ଼ିକୁ ମତ ଗଣତି ପାଇଁ କେଉଁଠାକୁ ପଠାଇ ଦିଆଯାଏ?
- ନିର୍ବାଚନ ଆୟୋଗ କେଉଁ କେଉଁ ପଦବୀ ପାଇଁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିଷୟର ତତ୍ତ୍ୱାବଧାନ ଓ ପରିଚାଳନା ଦାୟିତ୍ଵ ନିୟୋଜିତ କରେ?
- ଭାରତର ନିର୍ବାଚନ ପ୍ରକ୍ରିୟାରେ ରାଜନୀତିକ ଅପରାଧୀକରଣ କିପରି ପ୍ରଭାବିତ କରୁଅଛି?
- ନିର୍ବାଚନ ପ୍ରଚାର ଅଭିଯାନରେ ରାଜନୈତିକ ଦଳଗୁଡ଼ିକ ନିଜର 'ଦଳର ନିର୍ବାଚନ ଇସ୍ତାହାର' ମାଧ୍ୟମରେ କେଉଁ କଥାଗୁଡ଼ିକ ପ୍ରକାଶ କରନ୍ତି?