ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 6
ଭାରତର ନିର୍ବାଚନ ପ୍ରକ୍ରିୟାରେ ରାଜନୀତିକ ଅପରାଧୀକରଣ କିପରି ପ୍ରଭାବିତ କରୁଅଛି?
ରାଜନୀତିକ ଅପରାଧୀକରଣ ଭାରତର ନିର୍ବାଚନ ପ୍ରକ୍ରିୟାକୁ ଅଧିକ ପ୍ରଭାବିତ କରୁଅଛି। ଏହା ଗଣତନ୍ତ୍ର ଓ ନିର୍ବାଚନ ପ୍ରକ୍ରିୟାକୁ ଦୋଷଯୁକ୍ତ କରିବାରେ ସହାୟକ ହେଉଛି।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ବିଷୟରେ ଆଲୋଚନା କରନ୍ତୁ ଏବଂ ଓଡ଼ିଶାର ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ଅନୁପାତ ବର୍ଣ୍ଣନା କରନ୍ତୁ।
- ୭୩ ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନ ବିଷୟରେ ଆଲୋଚନା କର।
- ଉପ-ନିର୍ବାଚନ କେବେ କରାଯାଏ?
- ଲୋକସଭା ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ କେଉଁ ଆଧାରରେ କରାଯାଏ?
- ପ୍ରତ୍ୟକ୍ଷ ନିର୍ବାଚନ ଓ ପରୋକ୍ଷ ନିର୍ବାଚନ ମଧ୍ୟରେ ପ୍ରଭେଦ ବୁଝାନ୍ତୁ।