ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 6
ଉପ-ନିର୍ବାଚନ କେବେ କରାଯାଏ?
କୌଣସି ନିର୍ବାଚିତ ସଦସ୍ୟଙ୍କ ଇସ୍ତଫା କିମ୍ବା ମୃତ୍ୟୁ ହେତୁ ବା ତାଙ୍କର ନିର୍ବାଚନ ଅସିଦ୍ଧ ଘୋଷିତ ହେଲେ, ସେହି ଶୂନ୍ୟ ପଡ଼ିଥିବା ସଦସ୍ୟ ପଦ ପୂରଣ ପାଇଁ ଉପ-ନିର୍ବାଚନ କରାଯାଏ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ନିର୍ବାଚନ ଆୟୋଗ କେଉଁ କେଉଁ ପଦବୀ ପାଇଁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିଷୟର ତତ୍ତ୍ୱାବଧାନ ଓ ପରିଚାଳନା ଦାୟିତ୍ଵ ନିୟୋଜିତ କରେ?
- ମତଦାନ ପେଟି କିମ୍ବା ଇ.ଭି.ଏମ୍.ଗୁଡ଼ିକୁ ମତ ଗଣତି ପାଇଁ କେଉଁଠାକୁ ପଠାଇ ଦିଆଯାଏ?
- ପ୍ରତ୍ୟକ୍ଷ ନିର୍ବାଚନ ଓ ପରୋକ୍ଷ ନିର୍ବାଚନ ମଧ୍ୟରେ ପ୍ରଭେଦ ବୁଝାନ୍ତୁ।
- ଲୋକସଭା ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ କେଉଁ ଆଧାରରେ କରାଯାଏ?
- ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ବିଷୟରେ ଆଲୋଚନା କରନ୍ତୁ ଏବଂ ଓଡ଼ିଶାର ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ଅନୁପାତ ବର୍ଣ୍ଣନା କରନ୍ତୁ।