ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 6
ନିର୍ବାଚନ ଆୟୋଗ କେଉଁ କେଉଁ ପଦବୀ ପାଇଁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିଷୟର ତତ୍ତ୍ୱାବଧାନ ଓ ପରିଚାଳନା ଦାୟିତ୍ଵ ନିୟୋଜିତ କରେ?
ନିର୍ବାଚନ ଆୟୋଗ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଏବଂ ସଂସଦ ଓ ରାଜ୍ୟ ବିଧାନମଣ୍ଡଳର ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିଷୟର ତତ୍ତ୍ୱାବଧାନ, ପରିଚାଳନା ଦାୟିତ୍ଵ ଓ ନିୟନ୍ତ୍ରଣ କ୍ଷମତା ନିୟୋଜିତ କରେ ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଭାରତର ନିର୍ବାଚନ ଆୟୋଗର କାର୍ଯ୍ୟ କ’ଣ?
- ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ସମୟରେ ରିଟଣ୍ଡିଂ ଅଫିସର କେଉଁ କେଉଁ ବିଷୟଗୁଡ଼ିକୁ ଯାଞ୍ଚ କରନ୍ତି?
- ନିର୍ବାଚନ ପ୍ରଚାର ଅଭିଯାନରେ ରାଜନୈତିକ ଦଳଗୁଡ଼ିକ ନିଜର 'ଦଳର ନିର୍ବାଚନ ଇସ୍ତାହାର' ମାଧ୍ୟମରେ କେଉଁ କଥାଗୁଡ଼ିକ ପ୍ରକାଶ କରନ୍ତି?
- ୭୩ ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନ ବିଷୟରେ ଆଲୋଚନା କର।
- ଲୋକସଭା ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ କେଉଁ ଆଧାରରେ କରାଯାଏ?