ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 6
ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ସମୟରେ ରିଟଣ୍ଡିଂ ଅଫିସର କେଉଁ କେଉଁ ବିଷୟଗୁଡ଼ିକୁ ଯାଞ୍ଚ କରନ୍ତି?
ରିଟଣ୍ଡିଂ ଅଫିସର ପ୍ରାର୍ଥୀମାନଙ୍କର ଯୋଗ୍ୟତା ଏବଂ ସେମାନେ ନିୟମ ମୁତାବକ ସମସ୍ତ କାଗଜପତ୍ର ନାମାଙ୍କନ ପତ୍ର ସହିତ ଦାଖଲ କରିଛନ୍ତି କି ନାହିଁ, ତାହା ପୁଙ୍ଖାନୁପୁଙ୍ଖ ଯାଞ୍ଚ କରନ୍ତି।