ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 5
ଅନୁମସ୍ତିଷ୍କ (Cerebellum) ର ଶରୀରରେ କେଉଁ କାର୍ଯ୍ୟ ରହିଛି?
ଅନୁମସ୍ତିଷ୍କ ଶରୀରର ସନ୍ତୁଳନ (Balance) ଓ ଭାରସାମ୍ୟ (Equilibrium) ରକ୍ଷା କରେ । କୌଣସି କାରଣରୁ ହଠାତ୍ ଗୋଡ଼ ଖସିଗଲେ ବା ଝୁଣ୍ଡି ପଡ଼ିଯିବା ଅବସ୍ଥାରେ ଏହା ଶରୀରର ଭାରସାମ୍ୟ ରକ୍ଷାକରି ଠିକ୍ ଭାବରେ ଦୁଇ ଗୋଡ଼ରେ ଠିଆ ହେବାରେ ସାହାଯ୍ୟ କରେ ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ବାହ୍ୟ ଉଦ୍ଦୀପନା କ’ଣ ? ଏହା ଫଳରେ ଉଦ୍ଭିଦରେ ଦେଖାଯାଉଥିବା କ୍ୟାନୁବର୍ତ୍ତନ କରା
- ଅଗ୍ନ୍ୟାଶୟର ଗଠନ ଏବଂ ଏଥିରୁ କ୍ଷରିତ ହେଉଥିବା ବିଭିନ୍ନ ହର୍ମୋନ ଓ ସେଗୁଡ଼ିକର କାର୍ଯ୍ୟ ବିଷୟରେ ଆଲୋଚନା କର।
- ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରୋଟି ସମ୍ଭବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ଭାସୋପ୍ରେସିନ୍ ହର୍ମୋନ୍ର ଅନ୍ୟ ନାମ କ’ଣ ? (i) ପି.ଆର.…
- ଅକ୍ସିଟୋସିନ୍ (Oxytocin) ହର୍ମୋନ୍ ଶରୀରରେ କେଉଁ କେଉଁ ଦୁଇଟି କାର୍ଯ୍ୟ କରେ?
- ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖି ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖା ବାମନତା : ଗ୍ରୋଥ୍ ହରମୋନ୍ : : ରୂପାନ୍ତରଣ :