ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 9
ଜୈବପରିବର୍ଦ୍ଧନ (Biomagnification) କଣ? ଏହା କିପରି ପ୍ରାଣୀ ଶରୀରରେ ପ୍ରଭାବ ପକାଏ?
ଜୈବପରିବର୍ଦ୍ଧନ ହେଉଛି ବିଷାକ୍ତ ପଦାର୍ଥର କ୍ରମାଗତ ବୃଦ୍ଧି। ଏହି ବିଷାକ୍ତ ପଦାର୍ଥ ଖାଦ୍ୟ ଶୃଙ୍ଖଳ ଓ ଖାଦ୍ୟ ଜାଲିର ବିଭିନ୍ନ ସ୍ତର ଦେଇ ଶୀର୍ଷ ଭକ୍ଷକଠାରେ ପହଞ୍ଚିଲା ବେଳକୁ ଏହାର ପରିମାଣ ବହୁଗୁଣିତ ହୋଇଯାଏ ଏବଂ ପ୍ରାଣୀର ସହନଶକ୍ତିର ବାହାରକୁ ଚାଲିଗଲେ ଶରୀର ଭିତରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୁଏ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ପ୍ରଥମ ଦୁଇଟି ଶବ୍ଦର ସମ୍ପକକୁ ଦେଖି ତୃତୀୟ ଶବ୍ଦ ସହ ସମ୍ପକିତ ଶବ୍ଦଟି କ’ଣ ହେବ ଲେଖା ଦଶ ପ୍ରତିଶତ ନିୟମ : ଲିଣ୍ଡେମାନ୍ : : ଇକୋଲୋଜିକାଲ ପିରାମିଡ୍ :
- ଖାଦ୍ୟ ଶୃଙ୍ଖଳ ଓ ଏହାର ମହତ୍ତ୍ୱ ଆଲୋଚନା କରା
- ପରିବେଶରେ ପରିବର୍ତ୍ତନ ଯୋଗୁଁ ଜୀବଜଗତ୍ ଉପରେ କିପରି ପ୍ରଭାବ ପଡ଼ିଛି ଏବଂ ଏହାର କେଉଁ କେଉଁ ପରିଣାମ ଦେଖାଯାଉଛି ବର୍ଣ୍ଣନା କର।
- ସଂକ୍ଷେପରେ ଉତ୍ତର ଦିଆ । ଜୈବ ପରିବର୍ଦ୍ଧନ କ’ଣ ? ଏଥିଯୋଗୁଁ ଆମର କି ଅସୁବିଧା ହେଉଛି ?
- ଗୋଟିଏ ବାକ୍ୟରେ ଉତ୍ତର ଦିଆ । ବାୟୁମଣ୍ଡଳରେ ଯବକ୍ଷାରଜାନ ଓ ଅମ୍ଳୁଜାନର ଶତକଡ଼ା ପରିମାଣ କେତେ ?