ୟୁନାନ୍ Yunān

  • ବୈଦେ. ବି. (ଆ. ଗ୍ରୀକ୍ ଆୟୋନିୟା) — ଗ୍ରୀସ୍ ଦେଶର ପଶ୍ଚିମ ଉପକୂଳ ନିକଟସ୍ଥ ଦ୍ୱୀପପୁଞ୍ଜ — Ionia; Ionian archipelago
  • ବୈଦେ. ବି. (ଆ. ଗ୍ରୀକ୍ ଆୟୋନିୟା) — ଆସିଆର ପଶ୍ଚିମକୁ ଲାଗିଥିବା ପ୍ରାଚୀନ କାଳର ୟୁରୋପୀୟ ଅଞ୍ଚଳ — The ancient European countries lying just to the west of Asia
  • ବୈଦେ. ବି. (ଆ. ଗ୍ରୀକ୍ ଆୟୋନିୟା) — [ଦ୍ର—ପ୍ରାଚୀନ କାଳରେ ସଭ୍ୟତା, ଶିଳ୍ପକଳା, ସାହିତ୍ୟ, ଦର୍ଶନ ଇତ୍ୟାଦି ପାଇଁ ଏ ଅଞ୍ଚଳ ପ୍ରସିଦ୍ଧ ଥିଲା। ଆୟୋନିଆ ଦ୍ୱୀପ ଏହି ଅଞ୍ଚଳର ଅନ୍ତର୍ଗତ ଥିବାରୁ ୟୁରୋପର ଏ ସମସ୍ତ ଅଞ୍ଚଳ ୟୁନାନ୍ ନାମରେ ପ୍ରସିଦ୍ଧ ଥିଲା। ଭାରତୀୟ 'ଯବନ' ଶବ୍ଦ ଏହି 'ଆୟୋନୀୟ' ଶବ୍ଦରୁ ଆଗତ। ସିକନ୍ଦର୍ — (Alexander)ଏହି ଦେଶର ରାଜା ଥିଲେ
  • ବୈଦେ. ବି. (ଆ. ଗ୍ରୀକ୍ ଆୟୋନିୟା) — ପ୍ରାଚୀନ ଗ୍ରୀସ୍ ଦେଶ — The ancient country of Greece