ୟୁନାନୀ ଚିକିତ୍ସା Yunānī chikitsā

  • ଦେ. ବି. (ଆ. ୟୁନାନୀ+ସଂ. ଚିକିତ୍ସା) — ୟୁନାନ୍ ଦେଶରୁ ଗ୍ରୀକ୍ମାନଙ୍କ ଦ୍ୱାରା ପ୍ରଥମେ ଭାରତକୁ ଆନୀତ ଚିକିତ୍ସା ପ୍ରଣାଳୀ — The Ionian system of medicine first introduced in India by the Greeks