ୟୁନିଅନ୍ ଜାକ୍ Yunian jāk

  • ବୈଦେ. ବି. (ଇଂ) — ବ୍ରିଟିଶ୍ ସାମ୍ରାଜ୍ୟର ପତାକା — The Union Jack (flag of the British Empire
  • ବୈଦେ. ବି. (ଇଂ) — [ଦ୍ର—ଗୋଟିଏ ଆୟତାକାର କଳା ଦେହ ବିଶିଷ୍ଟ କନାରେ ପରସ୍ପରକୁ କାଟିଥିବା ଧଳା ଓ ନାଲି ରଙ୍ଗର ଡବଲ୍ ଛକ ଅଙ୍କିତ ହୋଇ ଏ ପତାକା ତିଆରି ହୁଏ।]