ୟୁନାଇଟେଡ୍ ଷ୍ଟେଟ୍ସ୍ Yunāiṭeḍ shṭeṭ-s

  • ବୈଦେ. ବି. (ଇଂ) — ଇଉନାଇଟେଡ଼ ଷ୍ଟେଟ୍ସ୍ (ଦେଖ) — Iunāiṭeḍ shṭeṭs (See)
  • ବୈଦେ. ବି. (ଇଂ) — [ଦ୍ର—ଏହା ଉତ୍ତର ଆମେରିକାର 49 ଟି ସ୍ୱାୟତ୍ତଶାସକ ରାଜ୍ୟର ସମଷ୍ଟି। ଏଥିର ଉତ୍ତରରେ କାନାଡା, ଦକ୍ଷିଣରେ ମେକ୍ସିକୋ, ପୂର୍ବରେ ଅଟ୍ଲାଣ୍ଟିକ୍ ଓ ପଶ୍ଚିମରେ ପ୍ରଶାନ୍ତ ମହାସାଗର। ସବୁ ରାଜ୍ୟର ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ନିର୍ବାଚିତ ଜଣେ ପ୍ରେସିଡେଣ୍ଟଙ୍କ ଦ୍ୱାରା ଏ ଯୁକ୍ତରାଜ୍ୟ ଶାସିତ। ନିଉୟର୍କ ଏହି ଯୁକ୍ତରାଜ୍ୟର ପ୍ରଧାନ ନଗର।] — [ଦ୍ର—ଏହା ଉତ୍ତର ଆମେରିକାର49ଟି ସ୍ୱାୟତ୍ତଶାସକ ରାଜ୍ୟର ସମଷ୍ଟି ଏଥିର ଉତ୍ତରରେ କାନାଡା, ଦକ୍ଷିଣରେ ମେକ୍ସିକୋ, ପୂର୍ବରେ ଅଟ୍ଲାଣ୍ଟିକ୍ ଓ ପଶ୍ଚିମରେ ପ୍ରଶାନ୍ତ ମହାସାଗର ସବୁ ରାଜ୍ୟର ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ନିର୍ବାଚିତ ଜଣେ ପ୍ରେସିଡେଣ୍ଟଙ୍କ ଦ୍ୱାରା ଏ ଯୁକ୍ତରାଜ୍ୟ ଶାସିତ ନିଉୟର୍କ ଏହି ଯୁକ୍ତରାଜ୍ୟର ପ୍ରଧାନ ନଗର]