ୟୁନିଅନ୍ କମେଟି Yunian kameṭi
- ବୈଦେ. ବି. (ଇଂ) — ଇଂରାଜ ସରକାରଙ୍କ ପ୍ରବର୍ତ୍ତିତ ସ୍ୱାୟତ୍ତଶାସନ ଆଇନ ଅନୁସାରେ ଗଠିତ ଗ୍ରାମପୁଞ୍ଜ (ଇଉନିଅନ୍)ରୁ ଟାକ୍ସ ଆଦାୟ କରି ତହିଁର ସ୍ୱାସ୍ଥ୍ୟ, ବିଦ୍ଯା ଶିକ୍ଷା, ନ୍ୟାୟ ବିଚାର, ଗ୍ରାମ୍ୟ ପଥ ଆଦିର ସୁବ୍ଯବସ୍ଥା କରିବା ପାଇଁ ଗ୍ରାମବାସୀମାନଙ୍କ ନିର୍ବାଚିତ ପ୍ରତିନିଧି— ମାନଙ୍କର ସଭା — Union Committee formed under the Local Self-government Act
- ବୈଦେ. ବି. (ଇଂ) — [ଦ୍ର—ଏ ସଭାର ମେମ୍ବର (ସଭ୍ୟ) ଓ ଚେୟାରମାନ୍ (ସଭାପତି) ଥାଆନ୍ତି।]