ୟୁନିଅନ୍ Yunian

  • ବୈଦେ. ବି. (ଇଂ) — ଗ୍ରାମ୍ୟ ଚଉକିଦାରି ଆଇନ୍ ଅନୁସାରେ ଚଉକିଦାର ଟାକ୍ସ ଆଦାୟ କରିବା ପାଇଁ ରାଜକର୍ମଚାରୀଙ୍କ ଦ୍ୱାରା ଯେଉଁ ଗ୍ରାମପୁଞ୍ଜରୁ ପଞ୍ଚାଏତ୍ ବ୍ୟକ୍ତିମାନେ ମନୋନୀତ ହୁଅନ୍ତି — Village union formed under the village Chowkidāri Act
  • ବୈଦେ. ବି. (ଇଂ) — [ଦ୍ର—ଏହି ପଞ୍ଚାଏତ୍ରେ ସଭ୍ୟ 5 ଜଣ ଥାଆନ୍ତି, ସେମାନଙ୍କୁ ସାଧାରଣ ପଞ୍ଚାଏତ୍ ଓ ସେମାନଙ୍କ ମଧ୍ୟରୁ ଟାକ୍ସ ଅସୁଲ କରିବା ବ୍ୟକ୍ତିଙ୍କୁ ତହସିଲ୍ ପଞ୍ଚାଏତ୍ ଓ ସଭାପତିଙ୍କୁ ପ୍ରେସିଡେଣ୍ଟ୍ ବା ପ୍ରେସିଡେଣ୍ଟ୍ ପଞ୍ଚାଏତ୍ ବୋଲାଯାଏ।] — [ଦ୍ର—ଏହି ପଞ୍ଚାଏତ୍ରେ ସଭ୍ୟ5ଜଣ ଥାଆନ୍ତି, ସେମାନଙ୍କୁ ସାଧାରଣ ପଞ୍ଚାଏତ୍ ଓ ସେମାନଙ୍କ ମଧ୍ୟରୁ ଟାକ୍ସ ଅସୁଲ କରିବା ବ୍ୟକ୍ତିଙ୍କୁ ତହସିଲ୍ ପଞ୍ଚାଏତ୍ ଓ ସଭାପତିଙ୍କୁ ପ୍ରେସିଡେଣ୍ଟ୍ ବା ପ୍ରେସିଡେଣ୍ଟ୍ ପଞ୍ଚାଏତ୍ ବୋଲାଯାଏ]