ହାକିନୀ Hākinī
- ସଂ. ବି — ଶାକିନୀ; ଦୁର୍ଗାଙ୍କ ଅନୁଚରୀବିଶେଷ; ଯୋଗିନୀ; ଡାକିନୀ — One of the female demi gods; a class of companions of Goddess Durgā
- ସଂ. ବି — [ଦ୍ର—ଏ ବୃହନ୍ନନ୍ଦିକେଶ୍ୱର ପୁରାଣୋକ୍ତ 64 ଯୋଗିନୀଙ୍କ ମଧ୍ୟରେ ଏକତମା।) — [ଦ୍ର—ଏ ବୃହନ୍ନନ୍ଦିକେଶ୍ୱର ପୁରାଣୋକ୍ତ64ଯୋଗିନୀଙ୍କ ମଧ୍ୟରେ ଏକତମା)