ହାକିବା ଡାକିବା Hākibā ḍākibā

  • ଦେ. କ୍ରି—(ଏକାର୍ଥକ ସହଚର ଶବ୍ଦ) — ଉଚ୍ଚୈଃସ୍ୱରରେ ଡାକିବା — To call aloud
  • ଦେ. କ୍ରି—(ଏକାର୍ଥକ ସହଚର ଶବ୍ଦ) — ଡାକିବା ଓ ନିମନ୍ତ୍ରଣ କରିବା — To call and invite
  • ଦେ. କ୍ରି—(ଏକାର୍ଥକ ସହଚର ଶବ୍ଦ) — ପ୍ରକାଶ୍ୟରେ କହିବା — To speak out openly