ହାକିମ Hākima
- ବୈଦେ. ବି—(ଆ. ହକିମ୍) — ହକିମ୍ (ଦେଖ) — Hakim (See)
- ବୈଦେ. ବି—(ଆ. ହକିମ୍) — (ଆ. ହାକିମ୍)—ନ୍ଯାୟା— ଧୀଶ; ବିଚାରପତି — Judge; court of justice
- ବୈଦେ. ବି—(ଆ. ହକିମ୍) — କର୍ତ୍ତୃପକ୍ଷ — Authorities
- ବୈଦେ. ବି—(ଆ. ହକିମ୍) — ଉଚ୍ଚତମ କର୍ମଚାରୀ — The highest official; a high official; presiding officer; head of an office
- ବୈଦେ. ବି—(ଆ. ହକିମ୍) — କ୍ଷମତାପ୍ରାପ୍ତ କର୍ମଚାରୀ — A person in authority
- ବୈଦେ. ବି—(ଆ. ହକିମ୍) — ଶାସନଭାରପ୍ରାପ୍ତ କର୍ମଚାରୀ; ଶାସନକର୍ତ୍ତା — Ruler; officer in charge of administration
- ବୈଦେ. ବି—(ଆ. ହକିମ୍) — ସରକାରୀ କର୍ମଚାରୀ — Public servant
- ବୈଦେ. ବି—(ଆ. ହକିମ୍) — ପ୍ରଭୁ; ସ୍ୱାମୀ — Lord; master
- ବୈଦେ. ବି—(ଆ. ହକିମ୍) — ତାସ୍ ଖେଳର ସାହେବ ଓ ଗଞ୍ଜପା ଖେଳର ରାଜା ଚିତ୍ର ଥିବା ପଟ — The king-card of the game of cards and of Gan̄japā