ହାକିମ ଯାଏ Hākima j̄āe

  • ଦେ. ପ୍ରବଚନ — କାଳକ୍ରମେ ହାକିମ ଏକ ସ୍ଥାନରୁ ଅନ୍ଯ ସ୍ଥାନକୁ ବଦଳି ହୁଅନ୍ତି ବା ମୃତ ହୁଅନ୍ତି, କିନ୍ତୁ ତାଙ୍କ ପ୍ରଦତ୍ତ ହୁକୁମର ପରିବର୍ତ୍ତନ ଘଟେନାହିଁ — (a proverb) An officer may go out but the order stands