ହାକି ଡାକି Hāki dāki

  • ଦେ. କ୍ରି ବିଣ — ଉଚ୍ଚୈଃସ୍ୱରରେ — Loudly
  • ଦେ. କ୍ରି ବିଣ — ପ୍ରକାଶ୍ୟରେ — Openly
  • ଦେ. କ୍ରି ବିଣ — [ଉ—ତୁମ୍ଭଙ୍କୁ ମାରିବୁ ଯେ କହୁଛୁଁ ହାକି ଡାକି—ପୀତାମ୍ବର, ନୃସିଂହପୁରାଣ।]