ହାକା Hākā

  • ପ୍ରାଦେ (ଗଡ଼ଜାତ) ବି—(ସଂ. ହକ୍କାର) — ଘାଟରେ ବା ମଞ୍ଚାରେ ଧନୁ ବା ବନ୍ଧୁକ ଧରି ଜଗି ବସିଥିବା ଶିକାରୀମାନଙ୍କ ନିକଟକୁ ବନ୍ୟଜନ୍ତୁମାନଙ୍କୁ ଚାରିଆଡ଼ୁ ହୁରୁଡ଼ାଇ ଆଣିବା ରୀତି — Beat; hunting by means of beating a certain area of jungle and driving in the beasts within that area to the hunters
  • ପ୍ରାଦେ (ଗଡ଼ଜାତ) ବି—(ସଂ. ହକ୍କାର) — [ଦ୍ର—ଯେତେବେଳେ ହାକାବାଲା ଲୋକମାନେ — (beaters)ଚାରିଆଡ଼ ଘେରି ସେହି ସୀମା ମଧ୍ୟରେ ଥିବା ଜନ୍ତୁମାନଙ୍କୁ ଶିକାରୀଙ୍କ ପାଖକୁ ହୁରୁ଼ଡ଼ାଇ ଆଣନ୍ତି ସେହି ଲୋକମାନେ ଉଚ୍ଚଧ୍ୱନି (ହକ୍କାର) କରନ୍ତି; ଏହି କାରଣରୁ ଏ ଶବ୍ଦର ବ୍ଯବହାର ହୋଇଅଛି]
  • ପ୍ରାଦେ (ବଲାଙ୍ଗିର ପାଟଣା) ବି — ପାରିଧି (ଦେଖ) — Paridhi (See)