ହତ ପତି Hata pati

  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି, ହତ+ପତି, କ+ଆ) ଯେଉଁ ସ୍ତ୍ରୀଙ୍କ ସ୍ୱାମୀ ହତ ହୋଇଅଛନ୍ତି — (a woman) Having her husband slain (M.W.)