ହତ ଦ୍ୱିଷ୍ Hata dwish

  • ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି, ହତ+ଦ୍ୱିଷ୍) — ଯେ ଶତ୍ରୁକୁ ହତ କରିଅଛି — One who has slain his enemies (M.W.)