ହତ ପିତୃକ Hata pitṛuka

  • ସଂ. ବିଣ. ପୁଂ (ହନ+ପିତୃ+କ, ବହୁବ୍ରୀହି) — ଯାହାର ପିତା ହତ ବା ମୃତ ହୋଇ ଅଛନ୍ତି — One whose father has been slain (M.W.)
  • ସଂ. ବିଣ. ପୁଂ (ହନ+ପିତୃ+କ, ବହୁବ୍ରୀହି) — [ଦ୍ର— ଏହିପରି ହତମାତୃ, ହତମାତୃକ, ହତଭ୍ରାତୃ, ହତଭ୍ରାତୃକ ଶବ୍ଦମାନ ହୁଏ।]