ହତ ତାପ Hata tāpa

  • ସଂ. ବିଣ. ପୁଂ (ବହୁବ୍ରୀହି, ହତ +ତାପ) — ତାପମୁକ୍ତ — Freed from heat (M.W.)
  • ସଂ. ବିଣ. ପୁଂ (ବହୁବ୍ରୀହି, ହତ +ତାପ) — ଶୀତଳ କୃତ — Cooled. (M.W.)