ହତ ତ୍ରାପ Hata trāpa

  • ସଂ, ବିଣ. ପୁଂ (ହତ+ତ୍ରପା, ବ୍ରୀଡ଼ା; ବହୁବ୍ରୀହି) — ନିର୍ଲ୍ଲଜ; ବେହିଆ — Shameless; devoid of shame