ହତ ଜୀବିତ Hata jībita
- ସଂ. ବିଣ. ପୁଂ (ବହୁବ୍ରୀହି, ହତ ହୋଇଅଛି ଜୀବନ ଯାହାର) — ଗତାସୁ; ମୃତ — Dead
- ସଂ. ବିଣ. ପୁଂ (ବହୁବ୍ରୀହି, ହତ ହୋଇଅଛି ଜୀବନ ଯାହାର) — ମାରିତ — Killed
- ସଂ. ବିଣ. ପୁଂ (ବହୁବ୍ରୀହି, ହତ ହୋଇଅଛି ଜୀବନ ଯାହାର) — ନୈରାଶ୍ୟ ଜର୍ଜରିତ — Over come with despair (M.W.)
- ସଂ. ବି (କର୍ମଧା) — ଜୀବନ ସମ୍ବନ୍ଧେ ଆଶାତ୍ୟାଗ — Despair of life (M.W.)
- ସଂ. ବି (କର୍ମଧା) — ଦୁର୍ଦ୍ଦଶାଗ୍ରସ୍ତ ଜୀବନ — Blighted or wrecked life (M.W.)