ହତ ପ୍ରଭାବ Hata prabhāba

  • ସଂ. ବିଣ. ପୁଂ (ବହୁବ୍ରୀହି, ହତ+ ପ୍ରଭାବ) — ଯାହାର ପ୍ରଭାବ ଲୁପ୍ତ ହୋଇଅଛି — Bereft of glory or dignity
  • ସଂ. ବିଣ. ପୁଂ (ବହୁବ୍ରୀହି, ହତ+ ପ୍ରଭାବ) — ଯାହାର ଅନ୍ଯ ଉପରେ କାର୍ଯକାରୀ ଶକ୍ତି ନଷ୍ଟ ହୋଇଅଛି — Shorn of one's influence