ସ୍ୱାପନ Swāpana
- ସଂ. ବିଣ (ସ୍ୱପ୍ ଧାତୁ ଣିଚ+କର୍ତ୍ତୃ ଅନ) — ନିଦ୍ରାକାରକ (ହି. ଶ.) — Soporific
- ସଂ. ବି — ନିଦ୍ରାକାରକ ଦ୍ରବ୍ୟ (ହି. ଶ.) — Soporific article
- ସଂ. ବି — ନିଦ୍ରା— କାରକ ପ୍ରାଚୀନ ଅସ୍ତ୍ର ବିଶେଷ (ହି. ଶ.) — A weapon of ancient times which induced sleep in the smitten