ସ୍ୱାପତେୟ Swāpateya

  • ସଂ. ବି (ସ୍ୱ=ଧନ+ପତି+ସମ୍ବନ୍ଧାର୍ଥେ. ଏୟ) — ଧନ (ଅମର) — Riches
  • ସଂ. ବି (ସ୍ୱ=ଧନ+ପତି+ସମ୍ବନ୍ଧାର୍ଥେ. ଏୟ) — ସମ୍ପତ୍ତି — Property