ସ୍ୱାପ Swāpa
- ସଂ. ବି (ସ୍ୱପ୍ ଧାତୁ+ ଭାବ. ଅ) — ନିଦ୍ରା (ଅମର) — Sleep
- ସଂ. ବି (ସ୍ୱପ୍ ଧାତୁ+ ଭାବ. ଅ) — ଶୟନ (ବିଶ୍ୱ) — Sleeping
- ସଂ. ବି (ସ୍ୱପ୍ ଧାତୁ+ ଭାବ. ଅ) — ନିଷ୍ପନ୍ଦତା — Inertness
- ସଂ. ବି (ସ୍ୱପ୍ ଧାତୁ+ ଭାବ. ଅ) — ଅଚୈତନ୍ୟ; ଅଜ୍ଞାନ (ମେଦିନୀ) — Unconsciousness
- ସଂ. ବି (ସ୍ୱପ୍ ଧାତୁ+ ଭାବ. ଅ) — ପକ୍ଷାଘାତ — Paralysis
- ସଂ. ବି (ସ୍ୱପ୍ ଧାତୁ+ ଭାବ. ଅ) — ସ୍ପର୍ଶଶକ୍ତିରାହିତ୍ୟ — Numbness of the sense of touch
- ସଂ. ବି (ସ୍ୱପ୍ ଧାତୁ+ ଭାବ. ଅ) — ସ୍ୱପ୍ନ — Dream