ସ୍ୱାଭାବିକ Swābhābika

  • ସଂ. ବି (ସ୍ୱଭାବ+ଭବାର୍ଥେ. ଇକ) — ସ୍ୱଭାବସିଦ୍ଧ — Natural; habitual
  • ସଂ. ବି (ସ୍ୱଭାବ+ଭବାର୍ଥେ. ଇକ) — ପ୍ରାକୃତିକ; ନୈସର୍ଗିକ; ଯାହା କୃତ୍ରିମ ନୁହେଁ — Natural; instinctive; not artificial
  • ସଂ. ବି (ସ୍ୱଭାବ+ଭବାର୍ଥେ. ଇକ) — ସ୍ୱଭାବତଃ ଉତ୍ପନ୍ନ; ସହଜ — Spontaneous; inherent; innate