ସ୍ୱାବଲମ୍ବନ Swābalambana

  • ସଂ. ବି (ସ୍ୱ+ ଅବଲମ୍ବନ) — ଆପଣା ଉପରେ ନିର୍ଭର କରିବା — Reliance or dependence on one's self
  • ସଂ. ବି (ସ୍ୱ+ ଅବଲମ୍ବନ) — ନିଜର ଶକ୍ତି ଉପରେ ନିର୍ଭର କରି ପରମୁଖାପେକ୍ଷୀ ନ ହୋଇ କାର୍ଯ୍ୟ ସାଧନ କରିବା — Self-reliance