ସ୍ୱାନ୍ତ Swānta
- ସଂ. ବିଣ (ସ୍ୱନ୍ ଧାତୁ=ଶବ୍ଦ କରିବା+କର୍ମ ତ) — ଶବ୍ଦିତ (ଶବ୍ଦ କଳ୍ପଦ୍ରୁମ) — Sounded
- ସଂ. ବି (+ କର୍ତ୍ତୃ. ତ) — ଅନ୍ତଃକରଣ; ମନ (ଅମର) — 1. Mind
- ସଂ. ବି (+ କର୍ତ୍ତୃ. ତ) — ଗହ୍ୱର (ମେଦିନୀ) — A hole; cave
- ସଂ. ବି (+ କର୍ତ୍ତୃ. ତ) — ଆପଣାର ଅନ୍ତ ବା ମୃତ୍ୟୁ (ହି. ଶ.) — One's end or death
- ସଂ. ବି (+ କର୍ତ୍ତୃ. ତ) — ଆପଣା ରାଜ୍ୟ ବା ପ୍ରଦେଶ (ହି. ଶ.) — One's kingdom or country