ସ୍ୱାଧ୍ୟାୟୀ Swādhyāyī
- ସଂ. ବିଣ. ପୁଂ. (ସ୍ୱାଧ୍ୟାୟ+ଇନ୍; 1 ମା 1 ବ) — ସ୍ୱାଧ୍ୟାୟବାନ୍; ସର୍ବଦା ସ୍ୱାଧ୍ୟାୟରେ ବା ବେଦାଭ୍ୟାସରେ ରତ — Engaged in regular study of the Bedas
- ସଂ. ବିଣ. ପୁଂ. (ସ୍ୱାଧ୍ୟାୟ+ଇନ୍; 1 ମା 1 ବ) — ବେଦପାଠକ — A reader of the Bedas
- ସଂ. ବିଣ. ପୁଂ. (ସ୍ୱାଧ୍ୟାୟ+ଇନ୍; 1 ମା 1 ବ) — ପତ୍ତନ— ବଣିକ୍ (ତ୍ରିକାଣ୍ଡଶେଷ) — A merchant trading in villages