ସ୍ୱାନୁଭୂତି Swanubhūti

  • ସଂ. ବି — ଆତ୍ମଜ୍ଞାନ; ନିଜର ଜୀବନ ସମ୍ବନ୍ଧେ ଅନୁଭୂତି — Self-knowledge
  • ସଂ. ବି — [ଉ—ସେ ମୂଳ ବିଭୂତି ସ୍ୱାନୁଭୂତି ମହାଭୂତି, ଗୋପିକା ପ୍ରସନ୍ନେ ନର ସେ ତିନି ଲଭନ୍ତି। ଭୂପତି, ପ୍ରେମପଞ୍ଚାମୃତ।]