ସୃପ Sṛupa

  • ଗ୍ରା. ବି (ସଂ. ସୂର୍ପ) — କୁଲା — Winnowing tray
  • ଗ୍ରା. ବି (ସଂ. ସୂର୍ପ) — (ଉ—ପରସାଦ ସାଦରେ ତୁ ଦୋଷୀ ଥିଲେ ପ୍ରକାଶ ରୀତି ସୃପର। ଅଭିମନ୍ୟୁ, ବିଦଗ୍ଧ ଚିନ୍ତାମଣି।)