ସୃପ୍ର Sṛupra

  • ସୃ. ବି (ସୃପ୍ ଧାତୁ+ କର୍ତ୍ତୃ ର) — ଚନ୍ଦ୍ର (ଉଣାଦିକୋଷ) — The moon
  • ସୃ. ବି (ସୃପ୍ ଧାତୁ+ କର୍ତ୍ତୃ ର) — ମହୁ (ହି. ଶ.) — Honey
  • ସଂ. ବିଣ — ଚିକ୍କଣ; ସ୍ନିଗ୍ଧ (ହି. ଶ) — Smooth; glossy
  • ସଂ. ବିଣ — ଖସଡ଼ା (ହି. ଶ) — Slippery