ସୃପାଟୀ Sṛupāṭī
- ସଂ. ବି (ସୃପ୍ ଧାତୁ+କର୍ତ୍ତୃ ଅଟ; ଈ) — ପରିମାଣ ଭେଦ (ଭଗତ) — A unit of measure
- ସଂ. ବି (ସୃପ୍ ଧାତୁ+କର୍ତ୍ତୃ ଅଟ; ଈ) — ରକ୍ତଧାର (ଗୋବର୍ଦ୍ଧନ) — A flow of blood
- ସଂ. ବି (ସୃପ୍ ଧାତୁ+କର୍ତ୍ତୃ ଅଟ; ଈ) — ଫୁଲର ତଳେ ଥିବା କ୍ଷୁଦ୍ର ପତ୍ର (ହି. ଶ.) — Little leaves below a flower