ସୃପମା Srupamā

  • ସଂ. ବି (ସୃପ୍ ଧାତୁ+କର୍ତ୍ତୃ. ଅମନ୍; ସୃପମନ୍; 1 ମା 1 ବ) — ସର୍ପ (ହି. ଶ) — Serpent
  • ସଂ. ବି (ସୃପ୍ ଧାତୁ+କର୍ତ୍ତୃ. ଅମନ୍; ସୃପମନ୍; 1 ମା 1 ବ) — ଶିଶୁ—(ହି. ଶ) — Infant
  • ସଂ. ବି (ସୃପ୍ ଧାତୁ+କର୍ତ୍ତୃ. ଅମନ୍; ସୃପମନ୍; 1 ମା 1 ବ) — ତପସ୍ୱୀ (ହି. ଶ.) — An anchorite