ସୃତି Sṛuti
- ସଂ. ବି (ସୃ. ଧାତୁ+ଭାବ. ତି) — ଗମନ — Going
- ସଂ. ବି (ସୃ. ଧାତୁ+ଭାବ. ତି) — (+ ଅଧିକରଣ.ତି) ମାର୍ଗ — Road; path
- ସଂ. ବି (ସୃ. ଧାତୁ+ଭାବ. ତି) — (+ କରଣ. ତି)ଜନ୍ମ (ହି.ଶ) — Birth
- ସଂ. ବି (ସୃ. ଧାତୁ+ଭାବ. ତି) — (ଭାବ. ତି) ଆଘାତକରଣ; ହିଂସନ — Hurting; injuring (Apte)