ସୃତ୍ୱରୀ Sṛutwarī

  • ସଂ. ବିଣ. ସ୍ତ୍ରୀ (ସୃତ୍ୱର+ସ୍ତ୍ରୀ. ଈ) — ସୃତ୍ୱରର ସ୍ତ୍ରୀଲିଙ୍ଗ — Feminine of sṛutwara
  • ବି. ସ୍ତ୍ରୀ — ମାତା (ସଂକ୍ଷିପ୍ତସାର) — Mother
  • ବି. ସ୍ତ୍ରୀ — ନଦୀ — River; stream (Apte)